ଆଠଟି ନୁତନ ସ୍କିମ୍ ଘୋଷଣା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୮-୦୬-୨୦୨୧ କରୋନାରେ ପ୍ରଭାବିତ ସେକ୍ଟରେ ଗତି ବଢାଇବା ପାଇଁ ଆଠଟି ନୁତନ ସ୍କିମ୍ ଘୋଷଣା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି କୋଭିଡ ପ୍ରଭାବିତ କ୍ଷେତ୍ରଗୁଡିକ ପାଇଁ ୧.୧ ଲକ୍ଷ କୋଟି ଋଣ ଗ୍ୟାରେଣ୍ଟି ଯୋଜନା ଘୋଷଣା କରିଛନ୍ତି। ୫୦,୦୦୦ କୋଟି କେବଳ ସ୍ୱାସ୍ଥ୍ୟସେବା, ଅଣସଂରକ୍ଷିତ ଅଞ୍ଚଳକୁ ଲକ୍ଷ୍ୟ ରଖି ମେଡିକାଲ ଭିତ୍ତିଭୂମି ବୃଦ୍ଧି କରିବାକୁ ଥିବାବେଳେ ଅନ୍ୟ କ୍ଷେତ୍ରଗୁଡିକ ପାଇଁ ୬୦,୦୦୦ କୋଟି ଘୋଷଣା କରିଛନ୍ତି। ସରକାର ଜରୁରୀକାଳୀନ … Continue reading ଆଠଟି ନୁତନ ସ୍କିମ୍ ଘୋଷଣା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ